ଭୁବନେଶ୍ୱର : ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଫେବୃଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ ପରୀକ୍ଷା । ସକାଳ ୯ଟାରୁ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ଚାଳିବ ପରୀକ୍ଷା । ଫେବୃଆରୀ ୨୧ରେ ମାତୃଭାଷା ( ସକାଳ ୯ଟାରୁ ୧୧ଟା ୩୦ ) । ଫେବୃଆରୀ ୨୪ରେ ଇଂରାଜୀ (ସକାଳ ୯ଟାରୁ ୧୧ଟା ୩୦ ) । ୨୭ରେ ଗଣିତ ପରୀକ୍ଷା ।ଗଣିତ ପରୀକ୍ଷା ଅଧିକ ୧୫ ମିନିଟ ଦିଆଯିବ । ସରିବ ୧୧ଟା ୪୫ରେ । ମାର୍ଚ୍ଚ ୧ରେ ବିଜ୍ଞାନ ପରୀକ୍ଷା । ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ , ୬ରେ ତୃତୀୟ ଭାଷା ହିନ୍ଦୀ , ସଂସ୍କୃତ ।