32.1 C
Bhubaneswar
Thursday, June 5, 2025
Homeଓଡିଶାବଦଳିବ ମାଷ୍ଟର କ୍ୟାଣ୍ଟିନ ନାଁ

ବଦଳିବ ମାଷ୍ଟର କ୍ୟାଣ୍ଟିନ ନାଁ

ଭୁବନେଶ୍ୱର: ବଦଳିବ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ନାଁ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ ସୂଚନା । ଓଡିଶାରେ ଓଡିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯିବ । ଇଂରେଜ ଅମଲରୁ ଥିବା କିଛି ପ୍ରମୁଖ ନାଁ ପରିବରର୍ତ୍ତନ ହେବ । ଏନେଇ ବିଚାର ବିମର୍ଶ ଚାଲିଥିବା କହିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking