26.1 C
Bhubaneswar
Wednesday, March 25, 2026
Homeଓଡିଶାଷ୍ଟେସନାରୀ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ: ସାମଗ୍ରୀ ଜଳିପୋଡ଼ି ପାଉଁଶ

ଷ୍ଟେସନାରୀ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ: ସାମଗ୍ରୀ ଜଳିପୋଡ଼ି ପାଉଁଶ

ବାଲେଶ୍ବର: ବାଲେଶ୍ବର କଲେଜ୍ ରୋଡ୍‌ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ।କଲେଜ ରୋଡରେ ଥିବା ଷ୍ଟେସନାରୀ ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି । ନିଆଁ ଏତେ ଭୟଙ୍କର ଥିଲା ଯେ, ଏହାକୁ ଆୟତ କରିବା ପାଇଁ ଦମକଳ ବାହିନୀର ୧୦ଟି ଗାଡ଼ି ନିୟୋଜିତ ହୋଇିଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ଲାଗିଲା ନିଆଁ, ତାହା ଜଣାପଡ଼ିନାହିଁ । ସେପଟେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking