26.1 C
Bhubaneswar
Saturday, June 28, 2025
Homeଦେଶ ବିଦେଶଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ଦ୍ୱାରକା ସେକ୍ଟର ୧୩ ସ୍ଥିତ ଶାବଦ ଆପର୍ଟମେଣ୍ଟ କମ୍ପେ୍ଲକ୍ସର ଉପର ମହଲାରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ଯୋଗୁଁ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ତୁରନ୍ତ ଘଟଣାସ୍ଥଳକୁ ଦମକଳ ଗାଡି ପଠାଯାଇଥିଲା ଏବଂ ବର୍ତ୍ତମାନ ଅଗ୍ନିଶମ ବାହିନୀ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିରେ ଦୁଇରୁ ତିନି ଜଣ ଲୋକ ଫସି ରହିଥିବା ସନ୍ଦେହ। ବର୍ତ୍ତମାନ କେହି ଆହତ ହୋଇଥିବା ସୂଚନା ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking