34.1 C
Bhubaneswar
Saturday, June 7, 2025
Homeଦେଶ ବିଦେଶକାଗଜ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ

କାଗଜ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ

ରାଜସ୍ଥାନ: ମଙ୍ଗଳବାର ରାତିରେ ଆଜମେରର ପାଲରା ଶିଳ୍ପାଞ୍ଚଳରେ ଏକ କାଗଜ କାରଖାନାରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ପରେ ସୂଚନାକ୍ରମେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ୧୫ରୁ ଅଧିକ ଅଗ୍ନିଶମ ଗାଡି ନିୟୋଜିତ କରାଯାଇ ନିଆଁ ଲିଭଆଇବା ପାଇଁ ପ୍ରୟାସ କରାଯାଇଥିଲା । ଏହି ଘଟଣାରେ କୌଣସି କ୍ଷୟକ୍ଷତି ରୁପୋର୍ଟ ହୋଇନାହିଁ । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking