18.1 C
Bhubaneswar
Saturday, December 6, 2025
Homeଓଡିଶାମାର୍କ ମିସିଂ : ଛାତ୍ରଛାତ୍ରୀ ଅସନ୍ତୋଷ

ମାର୍କ ମିସିଂ : ଛାତ୍ରଛାତ୍ରୀ ଅସନ୍ତୋଷ

ଭୁବନେଶ୍ୱର : ଆଜି ମାଟ୍ରିକର ବିଜ୍ଞାନ ପରୀକ୍ଷା ଥିଲା । ମାଟ୍ରିକ ବିଜ୍ଞାନ ପରୀକ୍ଷାରେ ୪ ମାର୍କ ମିସିଂ ରହିଛି । ମାର୍କ ମିସିଂକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ବାବଦରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବାରିପଦାର ଅଭିଭାବକ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking