20.1 C
Bhubaneswar
Wednesday, December 17, 2025
Homeଓଡିଶାବିମାନବନ୍ଦରରୁ ୮ କୋଟିର ଗଞ୍ଜେଇ ଜବତ: ଜଣେ ଗିରଫ

ବିମାନବନ୍ଦରରୁ ୮ କୋଟିର ଗଞ୍ଜେଇ ଜବତ: ଜଣେ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ୮ କୋଟି ଟଙ୍କାର ବିଦେଶୀ ଗଞ୍ଜେଇ ଜବତ । ଥାଇଲାଣ୍ଡରୁ ଇଣ୍ଡିଗୋ ଫ୍ଲାଇଟ୍‌ରେ ଆସୁଥିବା ବେଳେ ଧରିଲା ଡିଆରଆଇ । ଆନିମାନିକ ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ହେବ । ଅହମ୍ମଦାବାଦର ଜଣକୁ ଗିରଫ କରିଛି ପୋଲିସ । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking