28.1 C
Bhubaneswar
Thursday, March 5, 2026
Homeଓଡିଶା୩ କୋଟିର ମାରିଜୁଆନା ଜବତ: ଜଣେ ଗିରଫ

୩ କୋଟିର ମାରିଜୁଆନା ଜବତ: ଜଣେ ଗିରଫ

ଭୁବନେଶ୍ୱର: ପୁଣି ଭୁବନେଶ୍ବର ବିମାନ ବନ୍ଦରରୁ ଜବତ ହେଲା ମାରିଜୁଆନା। ୩ କୋଟି ଟଙ୍କାର ମାରିଜୁଆନା ଜବତ କଲା କଷ୍ଟମ ବିଭାଗ। ୩ କେଜି ୨୦୦ ଗ୍ରାମ ମାରିଜୁଆନା ସହ କେରଳର ଯୁବକ ଗିରଫ। ବ୍ୟାଂକକ୍‌ରୁ ଭୁବନେଶ୍ବର ଆସୁଥିଲା ମାରିଜୁଆନା। ଲଗେଜ ବ୍ୟାଗ୍‌ରୁ ଚେକିଂ ବେଳେ ୩.୨ କିଲୋ ମାରିଜୁଆନା ମିଳିଛି। ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚରା ଜାରି ରହିଛି। ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୨୩ ତାରିଖରେ ମଧ୍ୟ ଭୁବନେଶ୍ବର ବିମାନବନ୍ଦରରୁ କଷ୍ଟମ୍‌ ଅଧିକାରୀମାନେ ୪ ‌କୋଟି ଟଙ୍କାର ନିଷିଦ୍ଧ ଡ୍ରଗ୍‌ସ ମାରିଜୁଆନା ଜବତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking