27.1 C
Bhubaneswar
Sunday, April 27, 2025
Homeଓଡିଶାଗଞ୍ଜେଇ ଚୋରାଚାଲାଣ: ଟ୍ରକ୍‌ ଡ୍ରାଇଭର ଗିରଫ

ଗଞ୍ଜେଇ ଚୋରାଚାଲାଣ: ଟ୍ରକ୍‌ ଡ୍ରାଇଭର ଗିରଫ

କୋରାପୁଟ: ଟ୍ରକ୍ ରେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ । ମାଡ଼ି ବସିଲା ପାଡୁଆ ପୁଲିସ। ପାଡୁଆ ପୁଲିସ ଗାଡି ଯାଞ୍ଚ୍‌ କରୁଥିବା ସମୟରେ ବିପରୀତ ଦିଗରୁ ଏକ ଆଇଚର୍ ଟ୍ରକ୍‌କୁ ଅଟକାଇ ଥିଲା ସନ୍ଦେହ ହେବାରୁ ଗାଡି ଚେକିଙ୍ଗ କରିଥିଲା । ୧୦ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ଯାହାର କି ଆନୁମାନିକ ମୂଲ୍ୟ ପଚାଶ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ପୁଲିସ ସୁଚନା ଦେଇଛି । କୋରାପୁଟ ବୁଡ଼ିଂ ଗ୍ରାମରୁ ରାଜସ୍ଥାନକୁ ଚୋରାଚାଲାଣ ହେଉଥିଲା ଗଞ୍ଜେଇ । ଘଟଣାସ୍ଥଳରେ ପୁଲିସ ଟ୍ରକ୍‌ ଡ୍ରାଇଭର କୁ ଗିରଫ କରିଛି । ଅନ୍ୟ ଜଣେ ଘଟଣାସ୍ଥଳରୁ ଚଂପଟ ମାରିଛି । ପାଡୁଆ ପୁଲିସ ଏ ନେଇ ଅଧିକ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking