15.1 C
Bhubaneswar
Thursday, December 18, 2025
Homeଓଡିଶାଗଞ୍ଜେଇ ଚାଲାଣ : ୩ ଯବାନ ଗିରଫ

ଗଞ୍ଜେଇ ଚାଲାଣ : ୩ ଯବାନ ଗିରଫ

ବୌଦ୍ଧ: ଗଞ୍ଜେଇ ଚାଲାଣରେ  ୩ ଆଇଆରବି ଗିରଫ ହୋଇଛନ୍ତି । ମନମୁଣ୍ଡା ପୋଲିସ ବ୍ୟାରକରେ ଚଢାଉ କରି ଗିରଫ କରାଯାଇଛି । ୩ ଯବାନଙ୍କ ପାଖରୁ ୧୫ କେଜି ଗଞ୍ଜେଇ ଜବତ ହୋଇଛି । ୩ ଯବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ୩ ଯବାନ ଗିରଫ ହେବା ନେଇ ବୌଦ୍ଧ ଏସପି ରାହୁଲ ଗୋଏଲ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking