24.1 C
Bhubaneswar
Tuesday, February 10, 2026
Homeଓଡିଶାକେନ୍ଦୁପତ୍ର ଗୋଦାମରୁ ଗଞ୍ଜେଇ ଜବତ

କେନ୍ଦୁପତ୍ର ଗୋଦାମରୁ ଗଞ୍ଜେଇ ଜବତ

ଜୟପୁର : କେନ୍ଦୁପତ୍ର ଗୋଦାମ ଭିତରେ ପୁଳା ପୁଳା ଗଞ୍ଜେଇ  ଜବତ ହୋଇଛି । ସରକାରୀ କେନ୍ଦୁପତ୍ର ଗୋଦାମରୁ ଜବତ ହୋଇଛି ଗଞ୍ଜେଇ ।  ଏକମ୍ବା ଗାଁ ନିକଟରେ ଥିବା କେନ୍ଦୁପତ୍ର ଗୋଗାମରୁ ଜବତ ହୋଇଛି ।  ୨୪୮ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking