22.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶମାଟି ତଳେ ମାଓବାଦୀ ରଖିଥିଲେ ୩୫ ଲକ୍ଷ

ମାଟି ତଳେ ମାଓବାଦୀ ରଖିଥିଲେ ୩୫ ଲକ୍ଷ

ଝାଡଖଣ୍ଡ: ଚାଇବାସା ପୁଲିସକୁ ବଡ଼ ସଫଳତା ମିଳିଛି। ଝାଡଖଣ୍ଡ ଚାଇବାସାରେ ମାଟି ତଳୁ ମିଳିଲା ପ୍ରାୟ ୩୫ ଲକ୍ଷ ଟଙ୍କା । ମାଓବାଦୀମାନେ ମାଟି ତଳେ ଟଙ୍କା ଲୁଚାଇ ରଖିଥିବା ନେଇ ସୂଚନା ମିଳିଥିଲା । ସୂଚନା ଆଧାରରେ, ଚାଇବାସା ପୁଲିସ ପ୍ରାୟ ୩୫ ଲକ୍ଷ ଟଙ୍କା ନଗଦ ଜବତ କରିଛି। ଉଦ୍ଧାର ଟଙ୍କାର ବଣ୍ଡଲଗୁଡ଼ିକ କାଗଜ ଏବଂ ପ୍ଲାଷ୍ଟିକରେ ଗୁଡ଼ାଯାଇଛି।ଉଦ୍ଧାର ଟଙ୍କା ମାଓବାଦୀମାନେ ସୁରକ୍ଷା ବାହିନୀ ବିରୁଦ୍ଧରେ ଅଞ୍ଚଳରେ ଲ୍ୟାଣ୍ଡମାଇନ୍ ବିଛାଇବା ଏବଂ ବିସ୍ଫୋରକ କିଣିବା ପାଇଁ ରଖିଥିଲେ।  ସମସ୍ତ ଟଙ୍କା ଏକ ଷ୍ଟିଲ୍ କ୍ୟାନରେ ରଖାଯାଇ ମାଟିରେ ପୋତି ଦିଆଯାଇଥିଲା। ଏନେଇ ଏକ୍ସରେ ସୂଚନା ଦେଲେ ରାଞ୍ଚି ଆଇଜି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking