38.1 C
Bhubaneswar
Friday, May 9, 2025
Homeଦେଶ ବିଦେଶମାଓବାଦୀଙ୍କ ଶାନ୍ତି ନିବେଦନ

ମାଓବାଦୀଙ୍କ ଶାନ୍ତି ନିବେଦନ

ନୂଆଦିଲ୍ଲୀ: ସୈନ୍ୟ ଅଭିଯାନ ରୋକିବାକୁ ମାଓବାଦୀଙ୍କ ଅପିଲ ।   ବିଜାପୁର ଅପରେସନ ବନ୍ଦ କରିବାକୁ ନିବେଦନ କଲେ ମାଓବାଦୀ । ଶାନ୍ତି ମାର୍ଗରେ ସମସ୍ୟାର ସମାଧାନ ଲାଗି  ନିବେଦନ କଲେ । ପୁଣି ପ୍ରେସ ବିବୃତି କରି ଜାରି କରି ନିବେଦନ କଲେ ମାଓବାଦୀ ।  ଯୁଦ୍ଧ ବିରତି ଓ ଶାନ୍ତି ବାର୍ତ୍ତା ପାଇଁ  ପ୍ରସ୍ତାବ ଦୋହରାଇଲେ । ଉତ୍ତର- ପଶ୍ଚିମ ସବ ଜୋନାଲ ବ୍ୟୁରୋର ପ୍ରେସ ବିଜ୍ଞପ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking