19.1 C
Bhubaneswar
Thursday, December 11, 2025
Homeଓଡିଶାମାଇନିଂ କମ୍ପାନୀ ସହ ମାଓ ଲିଙ୍କ: ସଞ୍ଜୀବ ପଣ୍ଡା

ମାଇନିଂ କମ୍ପାନୀ ସହ ମାଓ ଲିଙ୍କ: ସଞ୍ଜୀବ ପଣ୍ଡା

ଭୁବନେଶ୍ୱର: ମାଇନିଂ କମ୍ପାନୀ ସହ  ମାଓ ଲିଙ୍କ । ଏନେଇ ଏଡିଜି ଅପରେସନ ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।  ତୁମୁଡିବନ୍ଧରୁ ପ୍ରାୟ ୧୦ ଟନ ବିସ୍ଫୋରକ ଜବତ  ଘଟଣାକୁ ନେଇ ବଡ  ସୂଚନା ଦେଇଛନ୍ତି ।  ମାଇନିଂ କମ୍ପାନୀ  ସହ ମାଓ ଲିଙ୍କ ଥିବା  ସନ୍ଦେହ ପ୍ରକାଶ କଲେ ଏଡିଜି ।  ଗତମାସ ମାଓ  କ୍ୟାମ୍ପରୁ ପ୍ରାୟ  ୬ ଶହ ଡିଟୋନେଟର  ଜବତ କରିଥିଲୁ । ତୁମୁଡିବନ୍ଧରୁ ମଧ୍ୟ ସେହି ବ୍ରାଣ୍ଡର ଡିଟୋନେଟର ଜବତ କରିଛୁ । ମାଓବାଦୀଙ୍କୁ  ଚାଲାଣ ସମ୍ବାବନା  ରହିଛି । ସେ ଦିଗରେ ତଦନ୍ତ ଚାଲିଛି ।  ମାଓବାଦୀଙ୍କ ପାଖକୁ  କିପରି  ଯାଉଥିଲା, ।ମେ ତଦନ୍ତ କରୁଛୁ ।  ମାଓବାଦୀଙ୍କୁ ଯୋଗାଣ  ସନ୍ଦେହ,  ଆନ୍ଧ୍ରରୁ ଗଞ୍ଜାମକୁ ଲମ୍ବିଛି ଚେର ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking