27.1 C
Bhubaneswar
Thursday, June 26, 2025
Homeଦେଶ ବିଦେଶଏନକାଉଣ୍ଟରରେ ଟଳିଲା ମାଓବାଦୀ

ଏନକାଉଣ୍ଟରରେ ଟଳିଲା ମାଓବାଦୀ

ନୂଆଦିଲ୍ଲୀ: ଝାଡଖଣ୍ଡ ଲାତେହାରରେ ଆଉ ଜଣେ ମାଓବାଦୀଙ୍କୁ ଏନକାଉଣ୍ଟର ।  ସୁରକ୍ଷାକର୍ମୀଙ୍କ ଗୁଳିରେ ହାର୍ଡକୋର ମାଓବାଦୀ ମନୀଷ ଯାଦବଙ୍କ ମୃତ୍ୟୁ ହୋଇଛି । ନିହତ ମନୀଷ  ଉପରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ୧୦ ଲକ୍ଷର ପୁରସ୍କାର ଥିବା ଜଣେ ହାର୍ଡକୋର ମାଓବାଦୀ ଗିରଫ ହୋଇଛନ୍ତି ।  ଘଟଣାସ୍ଥଳରୁ ୨ଟି ରାଇଫଲ ଜବତ ସହ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking