24.1 C
Bhubaneswar
Friday, February 6, 2026
Homeଓଡିଶାମାଓବାଦୀଙ୍କ ବର୍ବରକାଣ୍ଡ: ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା

ମାଓବାଦୀଙ୍କ ବର୍ବରକାଣ୍ଡ: ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା

ବିଜାପୁର: ଛତିଶଗଡ ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ। ଧାରୁଆ ଅସ୍ତ୍ରରେ ହାଣି ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା କରିଛନ୍ତି ମାଓବାଦୀ । ଦୁଇ ମୃତକ ହେଲେ ଛୁଟବାଇ ଗାଁର ୫୦ ବର୍ଷୀୟ ଯୋଗା କୱାସୀ ଓ ବଡେ ତର୍ରେମ ଗାଁର ୫୫ ବର୍ଷୀୟ ମଙ୍ଗଲୁ କୁରସମ। ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ମାଓବାଦୀ। ତରେମ ଥାନା ଛଟୁବାଇ ଓ ବଡେ ତରେମ ଗାଁରେ ଘଟିଛି ହତ୍ୟାକାଣ୍ଡ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking