ମାଲକାନଗିରି: ମାଲକାନଗିରି ସୀମାରେ ମାଓ ଡମ୍ପ ଠାବ । ଛତିଶଗଡ ସୁକମା ପୁଲିସକୁ ସଫଳତା । କୁମ୍ବିଂ ବେଳେ ମାଓ ଡମ୍ପ ଠାବ କଲେ ଯବାନ । ୬ଟି ବନ୍ଧୁକ, ୧୮ଟି ୟୁବିଜିଏଲ୍ ସେଲ୍ ଜବତ । ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ । ଚିନ୍ତାଗୁଫା ଥାନା ମେଟାଗୁଡା ଜଙ୍ଗଲରୁ ଜବତ ।