19.1 C
Bhubaneswar
Tuesday, December 9, 2025
Homeଓଡିଶାଗନ୍ଧମାର୍ଦ୍ଦନ ପାହାଡ଼ରୁ ମାଓ କ୍ୟାମ୍ପ ଠାବ

ଗନ୍ଧମାର୍ଦ୍ଦନ ପାହାଡ଼ରୁ ମାଓ କ୍ୟାମ୍ପ ଠାବ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ପୁଣି ମାଓବାଦୀ ସକ୍ରିୟ । ଗନ୍ଧମାର୍ଦ୍ଦନ ପାହାଡ଼ରୁ ମାଓ କ୍ୟାମ୍ପ ଠାବ  । ମାଓ ଗତିବିଧି ସୂଚନା ପାଇଁ ପୋଲିସର ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସମାଗ୍ରୀ ଜବତ  । ଅପରେସନ ବେଳେ ଚମ୍ପଟ ମାରିଲେ ମାଓବାଦୀ  । ମାଓ କ୍ୟାମ୍ପରୁ ବିଭିନ୍ନ ପ୍ରକାର ମାଓ ସମାଗ୍ରୀ ଜବତ ନେଇ ବଲାଙ୍ଗୀର ପୋଲିସର ସୂଚନା । ଜଙ୍ଗଲରେ ସର୍ଚ୍ଚ ଅପରେସନ ସମୟରେ ପୋଲିସ ମାଓବାଦୀ ମୁହାଁମୁହିଁ  । ପୋଲିସକୁ ଦେଖି ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ନେଇ ବଲାଙ୍ଗୀର ଏସ୍‌ପି ଅଭିଳାଷ ଜୀଙ୍କ ସୂଚନା  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking