ଭୁବନେଶ୍ୱର: ସିଙ୍ଗାପୁର ଗସ୍ତରୁ ଫେରିଲେ ଶିଳ୍ପ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ। ଗସ୍ତ ସାରି ଫେରିବା ପରେ ଏ ନେଇ ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ଗସ୍ତ ସଫଳ , ଏକାଧିକ ଶିଳ୍ପ ସଂସ୍ଥା ସହ ଆଲୋଚନା ହୋଇଛି। ଉତ୍କର୍ଷ ଓଡିଶା ସମ୍ମିଳନୀ ରେ ଅଧିକ ଶିଳ୍ପ ସଂସ୍ଥା ଆସି ଭାଗ ନେବେ । ଆସନ୍ତା ୫ ବର୍ଷରେ ଓଡ଼ିଶାରେ ୫ ଲକ୍ଷ କୋଟି ପୁଞ୍ଜି ନିବେଶ ଲକ୍ଷ । ଆମ ସରକାର ଶିଳ୍ପ ସଂସ୍ଥା ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ।