19.1 C
Bhubaneswar
Wednesday, February 11, 2026
Homeଓଡିଶାବହୁ ବିଜେଡି ନେତା କଂଗ୍ରେସ ଆସିବେ: ମୋକିମ

ବହୁ ବିଜେଡି ନେତା କଂଗ୍ରେସ ଆସିବେ: ମୋକିମ

ଭୁବନେଶ୍ୱର: ବିଜେଡିର ବହୁ ନେତା ବିଜେପିରେ ଯୋଗଦେବାକୁ ଲାଇନ ଲଗାଇଥିବା ଗତ କିଛି ଦିନ ହେଲା ବିଜେପି କହି ଆସୁଥିବା ବେଳେ ଏବେ କଂଗ୍ରେସ ବି ସମାନ କଥା କହୁଛି । ବହୁ ବିଜେଡି ନେତା କଂଗ୍ରେସ ଆସିବେ ବୋଲି ମହମ୍ମଦ ମୋକିମ କହିଛନ୍ତି । ବହୁ ବିଜେଡି ନେତା କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି ବୋଲି ମୋକିମ କହିଛନ୍ତି ।

ମୋକିମ କହିଛନ୍ତି ଯେ ଦୀପାବଳି ପାଖାପାଖି ପିିସିସି ସଭାପତିଙ୍କ ନାମ ଘୋଷଣା ହୋଇଯିବ । ପିସିସି ଗଠନ ହେବା ପରେ ଅନେକ ନେତା କଂଗ୍ରେସକୁ ଆସିବେ । ବିଜେଡି ଓ ବିଜେପିର ବହୁ ନେତା କଂଗ୍ରେସ ସମ୍ପର୍କରେ ଅଛନ୍ତି । ନିର୍ବାଚନରେ ଲଢ଼ି ପରାସ୍ତ ହୋଇଥିବା ବହୁ ନେତା କଂଗ୍ରେସ ଆସିବେ । ବିଶେଷ କରି ବିଜେଡିର ବହୁ ନେତା କଂଗ୍ରେସ ଆସିବେ ବୋଲି ମୋକିମ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking