ଭୁବନେଶ୍ୱର : ହଂସିତା – ଅନୀଲ ଠକେଇ ମାମଲାରେ ହଂସିତାଙ୍କ ଦ୍ୱିତୀୟ ସ୍ୱାମୀଙ୍କ ଜାମିିନ ।ବେଦନ ଖାରଜ କରାଯାଇଛି । ମନୋଜ ଆଚାଯ୍ୟଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଜଷ୍ଟିସ ଭି . ନରସିଂହ । ଜଷ୍ଟିସ ଭି . ନରସିଂହଙ୍କୁ ନେଇ ଖଣ୍ଡପୀଠ ଗଠିତ ହୋଇଥିଲା । ପରବର୍ତ୍ତୀ ସମୟରେ ପୁଣି ଆବେଦନ କରିପାରିବେ । ଇନଫୋସିଟି ଥାନା ମାମଲା ପାଇଁ ଜାମିନ ଆବେଦନ କରିଥିଲେ ।










