ଭୁବନେଶ୍ୱର: ଏକ ନମ୍ବର ହାଟରେ ଗୁଡି ମାଞ୍ଜା ସୂତା ରେଡ୍ । ଡିସିପିଙ୍କ ନିର୍ଦ୍ଦେଶରେ କ୍ୟାପିଟାଲ୍ ଥାନା ପକ୍ଷରୁ ଚଢାଉ କରାଯାଇଛି । ମାଞ୍ଜା ସୂତା ବିକୁଥିବା ଦୋକାନୀ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଡିସିପି । ଗତକାଲି ମାଞ୍ଜା ସୂତା ଲାଗି ଗୁରୁତର ହୋଇଥିଲେ ଜଣେ ଯୁବକ ।