ଭୁବନେଶ୍ୱର : ଷ୍ଟାର୍ଟଅପ୍ ଓଡିଶା ନିର୍ବାହୀ ଅଧ୍ୟକ୍ଷ ପଦରୁ ଓଁକାର ରାୟଙ୍କ ବିବାଦ ଘଟଣା । ସେ କରିଥିବା ଦୁର୍ନୀତି ଓ ଅର୍ଥ ହେରଫେରର ଅର୍ଥ ଅସୁଲ ହେବ କହିଲେ ମନ୍ତ୍ରୀ । ଷ୍ଟାର୍ଟଅପ୍ ଓଡିଶା ଏବଂ ଓ-ହବ୍ ନେଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ମନ୍ତବ୍ୟ । ଓଁକାରଙ୍କ ସହ ତାଙ୍କ ୨ ସହେଯାଗୀ ମଧ୍ୟ ଷ୍ଟାର୍ଟଅପ୍ ଓଡିଶା ଛାଡିଛନ୍ତି । ସହଯୋଗୀ ରଶ୍ମୀରଂଜନ ସାହୁ ଏବଂ ସୁଭଦ୍ରା ବେହେରା ଅବ୍ୟାହିତ ନେଇଛନ୍ତି ।