ଭୁବନେଶ୍ୱର: ମାଣ୍ଡିପଙ୍କାରେ ଆମ୍ବଟାକୁଆ ଖାଇ ୩ ମୃତ୍ୟୁ ଘଟଣା । ଅନାହାର ମୃତ୍ୟୁ ନୁହେଁ କହିଲେ ଯୋଗାଣ ମନ୍ତ୍ରୀ । ମେଡିକାଲ ରିପୋର୍ଟରୁ ସ୍ପଷ୍ଟ ବିଷକ୍ରିୟା ଯୋଗୁଁ ମୃତ୍ୟୁ ଘଟିଛି। ମୃତକଙ୍କ ଘରୁ ଅଧିକାରୀ ଯାଇ ନିରୀକ୍ଷଣ କରିଛନ୍ତି । ସେମାନଙ୍କ ଘରେ ଯଥେଷ୍ଟ ରାଶନ ମହଜୁଦ ଥିଲା । ବିନା କେୱାଇସିରେ ସେମାନଙ୍କୁ ବି ରାଶନ ଦିଆଯାଇଛି।










