16.1 C
Bhubaneswar
Monday, January 12, 2026
Homeଓଡିଶାମଣ୍ଡି ସମସ୍ୟା: ସମ୍ବଲପୁରରେ ତାତିଲେ ଚାଷୀ

ମଣ୍ଡି ସମସ୍ୟା: ସମ୍ବଲପୁରରେ ତାତିଲେ ଚାଷୀ

ସମ୍ବଲପୁର: ମଣ୍ଡି ସମସ୍ୟା ନେଇ ସମ୍ବଲପୁରରେ ତାତିଲେ ଚାଷୀ। ବାରମ୍ବାର ଚାଷୀଙ୍କ ଆନ୍ଦୋଳନ ପରେ ବି ସମାଧାନ କରୁନାହାନ୍ତି ରାଜ୍ୟ ସରକାର ।  ଧାନ ମଣ୍ଡିରେ ପଡ଼ି ରହିଛି ହଜାର ହଜାର ବସ୍ତା ଧାନ। ଯାହାକୁ ନେଇ  ଜିଲ୍ଲାରେ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ॥ ଖଲିଆପାଲି ଧାନ ମଣ୍ଡିରେ ପୁଣି ତାତିଛନ୍ତି ଶହ ଶହ ଚାଷୀ। ମୁଖ୍ୟମନ୍ତ୍ରୀ  ଓ ଯୋଗାଣ ମନ୍ତ୍ରୀ  ଓ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଅଭିନବ ଉପାୟରେ ରାଜ୍ୟ ସରକାରଙ୍କ ନିକଟରେ ନିଜ ଦାବି ରଖିଛି ଚାଷୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking