31.1 C
Bhubaneswar
Thursday, February 26, 2026
Homeଓଡିଶାମଣ୍ଡି ଯନ୍ତ୍ରଣା: ଆତ୍ମହତ୍ୟା କଲେ ଚାଷୀ

ମଣ୍ଡି ଯନ୍ତ୍ରଣା: ଆତ୍ମହତ୍ୟା କଲେ ଚାଷୀ

କେନ୍ଦ୍ରାପଡା: ଅସହ୍ୟ ହେଲା ମଣ୍ଡି ଯନ୍ତ୍ରଣା । ଆତ୍ମହତ୍ୟା କଲ ଚାଷୀ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଜୁଣଗଡି ଗାଁରେ ଚାଷୀ ସରକାରୀ ମଣ୍ଡି ନିର୍ଯାତନା ସହିନପାରି ଆଖି ବୁଜିଛନ୍ତି । ମୃତକଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ଜାନୁଆରୀ ୧୬ରେ ଧାନ ଦେବାକୁ ମେସେଜ ଆସିଥିଲା । ସେବା ସମବାୟ ସମିତିକୁ ୪୦ ଦିନ ଧରି ଦୌଡି ଦୌଡି ଶେଷରେ ପ୍ରାଣ ହରାଇଛନ୍ତି । ମିଲରକୁ କୁଇଣ୍ଟାଲ ପିଛା ୬ କେଜି ବାଦେ ୩ କୁଇଣ୍ଟାଲ ଧାନ ଓ ୩ ହଜାର ଟଙ୍କା ଅନଲୋଡ଼ ପାଇଁ ଦେବା ପରେ ଧାନ ଅନଲୋଡ଼ ହେଲା | ମିଲର ଓ ସମ୍ପାଦକଙ୍କ ନିର୍ଯ୍ୟାତନା ସହି ନପାରି କାଲି ମିଲରୁ ଫେରି ଘରେ ପହଂଚିବା କ୍ଷଣି ପ୍ରାଣ ହରାଇଛନ୍ତି ଚାଷୀ | ତ୍ରିଲୋଚନଙ୍କ ମୃତ୍ୟୁ ମିଲର ଓ ସମ୍ପାଦକଙ୍କ ଅବହେଳା ପାଇଁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking