27.1 C
Bhubaneswar
Tuesday, May 6, 2025
Homeଦେଶ ବିଦେଶଋଣ ଟଙ୍କା ନଫେରାଇବାରୁ ମହିଳାଙ୍କୁ ଗୁଳି କରି ହତ୍ୟା କଲେ ଯୁବକ

ଋଣ ଟଙ୍କା ନଫେରାଇବାରୁ ମହିଳାଙ୍କୁ ଗୁଳି କରି ହତ୍ୟା କଲେ ଯୁବକ

ନୂଆଦିଲ୍ଲୀ: ଋଣ  ଟଙ୍କା ନଫେରାଇବାରୁ   ଗତକାଲି ବିଳମ୍ବିତ ରାତିରେ ସହରସା ଜିଲ୍ଲାର  ୧୨ ୱାର୍ଡ ନମ୍ବର ବାସିନ୍ଦା  ପ୍ରମିଳା ଦେବୀଙ୍କ ଘରେ ପଶି ଗୁଳି କରି ହତ୍ୟା କରିଛନ୍ତି ।  ତାଙ୍କ ପୁଅ ରାତି ପ୍ରାୟ ସାଢେ ୧୧ଟାରେ  ଆହତ ଅବସ୍ଥାରେ ମହିଳାଙ୍କୁ ଧରି  ହସ୍ପିଟାଲରେ ଭର୍ତ୍ତି କରିଥିଲେ ।  ଯେତେବେଳେ ପୁଅ ତାଙ୍କ  ମାକୁ ଘଟଣା ପଚାରିଥିଲେ ସେ କହିଥିଲେ,  ଗୋଲୁ ନାମକ ଏକ ଯୁବକ ଠାରୁ  ୫୦,୦୦୦ ଟଙ୍କା ଋଣ ନେଇଥିଲେ ।  ଧୀରେ ଧୀରେ କରି ଟଙ୍କା ସୁଝୁଥିଲେ । ହେଲେ   ଯୁବକ ଜଣଙ୍କ ହଠାତ ଗୋଟିଏ ଦିନ ଆସି ବନ୍ଧୁକ ଧରି ଦୁର୍ୱବ୍ୟବହାର  କରିବା ଆରମ୍ଭ କରିଥିଲେ । ବିବାଦ ଏତେ ବଢିଗଲା ଯେ ଯୁବକ ଜଣଙ୍କ ଉତକ୍ଷିପ୍ତ ହୋଇ ମହିଳାଙ୍କ କାନ୍ଧକୁ ଗୁଳି ଚାଳନା କରିଥିଲେ ।  ପରେ ପୋଲିସ ଘଟଣାସ୍ଥଳରେ  ପହଞ୍ଚି   ପରିବାର ସହ କଥା ହୋଇ ତଦନ୍ତ ଆରମ୍ଭ କରୁଛନ୍ତି  ା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking