ଗୁଣୁପୁର: ମହଙ୍ଗା ପଡିଲା ଅବଧି ସରିଥିବା ଖାଦ୍ୟ ସାମଗ୍ରୀ ବିକ୍ରି । ମଲ୍ରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ରେଡ୍ । ମଲ୍କୁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ । ରାୟଗଡା ସଦର ମହକୁମାର ଏକ ମଲ୍କୁ ୧ ଲକ୍ଷ ଜରିମାନା ପକାଇଛନ୍ତି ।