22.1 C
Bhubaneswar
Friday, February 6, 2026
Homeଓଡିଶାମାଲକାନଗିରି ହିଂସା: ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି

ମାଲକାନଗିରି ହିଂସା: ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି

ମାଲକାନଗିରି: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଜିଲାପାଳ ସୋମେଶ ଉପାଧ୍ୟାୟ। ତେବେ କ୍ଷୟକ୍ଷତି ଆକଳନରେ ଘରକୁ ସାମିଲ କରାଯାଇନି। ଘର କ୍ଷୟକ୍ଷତିର ଆକଳନ ବୈଷୟିକ ଟିମ୍‌ କରୁଛନ୍ତି। କୌଣସି ଅପ୍ରୀତିକରି ଘଟଣା ଆଉ ଘଟିନି, ସ୍ବାଭାବିକ ସ୍ଥିତି ଫେରୁଛି। ଏମ୍‌ଭି-୨୬ ଗାଁକୁ ଲୋକେ ଫେରୁଛନ୍ତି, ରିଲିଫ୍‌ ବଣ୍ଟାଯାଉଛି। ବିଦ୍ୟୁତ୍‌ ଓ ଜଳ ଯୋଗାଣ ପାଇଁ ଜୋରଦାର୍‌ କାମ ଚାଲିଛି।ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking