16.1 C
Bhubaneswar
Thursday, February 5, 2026
Homeଓଡିଶାଭିଜିଲାନ୍ସ ଜାଲରେ ମୁନିଗୁଡା ହସ୍ପିଟାଲର ପୁରୁଷ ସ୍ୱାସ୍ଥ୍ୟକର୍ମୀ

ଭିଜିଲାନ୍ସ ଜାଲରେ ମୁନିଗୁଡା ହସ୍ପିଟାଲର ପୁରୁଷ ସ୍ୱାସ୍ଥ୍ୟକର୍ମୀ

ରାୟଗଡା: ଭିଜିଲାନ୍ସ ଜାଲରେ  ରାୟଗଡା ଜିଲ୍ଲା ମୁନିଗୁଡା ହସ୍ପିଟାଲର ପୁରୁଷ ସ୍ୱାସ୍ଥ୍ୟକର୍ମୀ ।  ମୁନିଗୁଡା ହସ୍ପିଟାଲର ପୁରୁଷ ସ୍ୱାସ୍ଥ୍ୟକର୍ମୀ କୁଞ୍ଜବିହାରୀ ରାଉତ ଧରାପଡିଲେ । ଜନ୍ମଗତ ପ୍ରମାଣପତ୍ର ପାଇଁ  ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କୁଞ୍ଜବିହାରୀ ଙ୍କ ୨ଟି ଘରେ ରେଡ ଚାଲିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking