28 C
Bhubaneswar
Friday, May 16, 2025
Homeଓଡିଶାବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ: ମନ୍ତ୍ରୀ

ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ: ମନ୍ତ୍ରୀ

ଭୁବନେଶ୍ୱର: ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ  ବୋଲି କହିଲେ  ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଦୀଘା ଜଗନ୍ନାଥ ମନ୍ଦିର ମୂର୍ତ୍ତି ନିର୍ମାଣ ନେଇ  ଦ୍ୱନ୍ଦ୍ୱ ଦୂର କରିଛନ୍ତି । ଆହୁରି କହିଛନ୍ତି, ମହାରଣା ସେବକଙ୍କ ସହ ଆଲୋଚନା ପରେ ସ୍ପଷ୍ଟ ହୋଇଛି । ମାତ୍ର ଅଢେଇ ଫୁଟ ଉଚ୍ଚ ଦାରୁରେ ମୂର୍ତ୍ତି ନିର୍ମାଣ ଅସମ୍ଭବ । ରାମକୃଷ୍ଣ ଦାସମହାପାତ୍ର ଏହା କହୁକହୁ କହି ଦେଇଥିବା ଜଣାଇଛନ୍ତି । ଭୁବନେଶ୍ୱରର ସୁଦର୍ଶନ ମହାରଣା ନିମ୍ବ କାଠରେ ମୂର୍ତ୍ତି ତିଆରି କରିଛନ୍ତି ।ଏହି ମୂର୍ତ୍ତି ନେଇ ରାମକୃଷ୍ଣ ଦାସମହାପାତ୍ର ଦୀଘାରେ ଦେଇଛନ୍ତି । ରାମକୃଷ୍ଣଙ୍କ ମନ୍ତବ୍ୟ ଶ୍ରଦ୍ଧାଳୁଙ୍କ ନଷ୍ଟ ଦେଇଥିବାରୁ ବିଚାର ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking