25.1 C
Bhubaneswar
Thursday, February 5, 2026
Homeଓଡିଶାଅଧିକ ଫିଲ୍ଡ ଭିଜିଟ କର: ମୁଖ୍ୟ ସଚିବ

ଅଧିକ ଫିଲ୍ଡ ଭିଜିଟ କର: ମୁଖ୍ୟ ସଚିବ

ଭୁବନେଶ୍ୱର: ଜିଲ୍ଲାପାଳ ସମ୍ମିଳନୀରେ  ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି । କହିଛନ୍ତି,  ଉପନିବେଶ ମାନସିକତା ପରିବର୍ତ୍ତନ କରିବାକୁ  କହିଲେ ମୁଖ୍ୟ ସଚିବ । ସରକାରୀ ଅଫିସକୁ ଆସୁଥିବା ଲୋକଙ୍କୁ ସମ୍ମାନ ଦିଅ । ଅଧିକ ଫିଲ୍ଡ ଭିଜିଟ କରି ସମୀକ୍ଷା କର । ଅଧିକ ଲୋକଙ୍କ ସହ ମିଶ ।  ବିଭାଗ ବିଭାଗ ଭିତରେ ସମନ୍ୱୟ  ଅଭାବ ଯୋଗୁଁ  କାମ ବିଳମ୍ବ ହେଉଛି ।  ଆମ ନେତୃତ୍ୱଙ୍କ ଆଶା ରହିଛି ପ୍ରଶାସନିକ କଳ ଆହୁରି ଭଲ ହୋଇପାରିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସବୁ କାମ ଆଉଟଷ୍ଟାଣ୍ଡିଙ୍ଗ ହେବା ଦରକାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking