ଭୁବନେଶ୍ୱର : ଭୁବନେଶ୍ୱର ଘରୁ ଚୋରି ଘଟଣାରେ ନିରଞ୍ଜନ ପଟ୍ଟନାୟକ ଟ୍ୱିଟ କରି କରିଛନ୍ତି । ସୋସିଆଲ ମିଡିଆରେ ସରକାରଙ୍କୁ ଟାର୍ଗେଟ । ଏହି ଘଟଣା କେବଳ ମୋ ପରିବାର ପାଇଁ ନୁହେଁ । ସମସ୍ତ ଭୁବନେଶ୍ୱରବାସୀଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ । ସରକାର ଅବହେଳା କାରଣରୁ ଆଜି ଆମ ଘର ବିପଦରେ ପଡିଛି । ଆମ ଘର , ଆମ ସାହି ଏବଂ ଆମ ସମ୍ପଦ ବିପଦରେ ପଡିଛି । ଓଡିଶା ପୁଲିସ ଜନତାଙ୍କ ସୁରକ୍ଷା ନିଶ୍ଚିତ କରନ୍ତୁ । ଏହା ବିଜେପି ସରକାରଙ୍କ ସର୍ୱପ୍ରଥମ ପ୍ରାଥମିକତା ହେବା ଉଚିତ ।