ଭୁବନେଶ୍ୱର: ଗ୍ୟାସ ମହଜୁଦ ଅଛି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖନ୍ତୁ । ଗ୍ୟାସ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖି କହିଛନ୍ତି , ବିଜେପି ରାଜନୀତି କରିବାରେ ବ୍ୟସ୍ତ , ଏପଟେ ଗ୍ୟାସ ଦର ବଢିଲାଣି । ବର୍ତ୍ତମାନ ସମୟରେ ରାଜ୍ୟରେ ଗ୍ୟାସ କଳାବଜାର ବଢୁଛି କହିଛନ୍ତି, ପ୍ରମିଳା । ଏପଟେ ଗ୍ୟାସକୁ ରାଜନୀତି ତେଜିବାରେ ଲାଗିଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ରହିଥିବା ବେଲେ ଭାରତ ଉପରେ ବେଶ ପ୍ରଭାବ ପଡିଛି ।










