ସୁନ୍ଦରଗଡ: ସୁବଣ୍ଣରେଖା, ଜଳକା, ବୈତରଣୀରେ ବଡ ବନ୍ୟା । ଏନେଇ ଜଳସମ୍ପଦ ବିଭାଗ ସର୍ୱୋଚ୍ଚ ଯନ୍ତ୍ରୀ ଦେଇଛନ୍ତି । ସୁବଣ୍ଣରେଖା ବେସିନରେ ୯୩.୯୯ ମିମି ବର୍ଷା ହୋଇଛି । ଉପର ମହାନଦୀରେ ୩୫ ମିମି ବର୍ଷା ହୋଇଛି । ମୟୁରଭଞ୍ଜର ୧୩ ଜିଲ୍ଲାରେ ୧୦୦ ମିମି ବର୍ଷା ରେକର୍ଡ ହୋଇଛି । ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ସବିଶେଷ ସୂଚନା ଦିଆଯାଇଛି । ଜଳକା ବୁଢାବଳଙ୍ଗ କୁ ବିପଦ ଅଛି । ଚାନ୍ଦବାଲି, ଧାମନଗର, ଯାଜପୁର, ଦଶରଥପୁର ପ୍ରଭାବିତ କରିବ ।










