ପାକିସ୍ତାନ:ପାକିସ୍ତାନର କରାଚୀର ସଦ୍ଦାର ଅଞ୍ଚଳ ନିକଟରେ ଏକ ବଡ଼ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ସ୍ଥାନୀୟ ରିପୋର୍ଟ ଅନୁସାରେ, ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରୁ ମିଳିଥିବା ଦୃଶ୍ୟରେ ଧୂଆଁର ବାୟୁ ଭିତରକୁ ଉଠୁଥିବା ଦେଖାଯାଉଛି। ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
⚡ Huge explosion reported in Saddar area of Karachi, Pakistan. More details awaited pic.twitter.com/WoCjVjkAjv
— OSINT Updates (@OsintUpdates) August 21, 2025










