20.1 C
Bhubaneswar
Thursday, January 15, 2026
Homeଓଡିଶାବଡ ଦୁର୍ଘଟଣା ଟଳିଲା: ବର୍ତ୍ତିଲେ ୪୦ ଯାତ୍ରୀ

ବଡ ଦୁର୍ଘଟଣା ଟଳିଲା: ବର୍ତ୍ତିଲେ ୪୦ ଯାତ୍ରୀ

ଦିଗପହଣ୍ଡି: ଘାଟିରୁ ଖସିଲା ଯାତ୍ରୀବାହୀ ବସ୍ । ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ । ତପ୍ତପାଣି ଘାଟି ଏସ୍ ବୁଲାଣିରେ ଖାତକୁ ଖସିଲା ବସ୍ । ବ୍ରେକ୍ ଫେଲ୍ ହେବାରୁ ଖସିଥିଲା ବସ୍ । ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣା ଟଳିଲା । ଏକ ଗଛରେ ମାଡ ହୋଇ ଅଟକିଲା ବସ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking