27.1 C
Bhubaneswar
Tuesday, March 31, 2026
Homeଓଡିଶାମହିମା ଗୋସାଇଁ ସାଲିୱାର ଏକ୍ସପ୍ରେସ ଲାଇନଚ୍ୟୁତ

ମହିମା ଗୋସାଇଁ ସାଲିୱାର ଏକ୍ସପ୍ରେସ ଲାଇନଚ୍ୟୁତ

ସମ୍ବଲପୁର: ମହିମା ଗୋସାଇଁ ସାଲିମାର ଏକ୍ସପ୍ରେସ ଲାଇନଚ୍ୟୁତ । ସମ୍ବଲପୁର ସିଟି ରେଳଷ୍ଟେସନରେ  ଲାଇନଚ୍ୟୁତ  ହୋଇଛି ଟ୍ରେନ । ଭୁବନେଶ୍ୱରରୁ ସମ୍ବପୁର ଆସୁଥିବା ବେଳେ  ଘଟଣା ଘଟିଛି । ସମ୍ବଲପୁର  ନିକଟରେ ଲାଇନଚ୍ୟୁତ ହୋଇଥିବା ବେଳେ ପୂର୍ୱତଟ ରେଲୱେ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଟ୍ରେନ ଲାଇନଚ୍ୟୁତ ହୋଇଥିବା ବେଳେ କୌଣସି କ୍ଷୟକ୍ଷତି ହୋଇ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking