21.1 C
Bhubaneswar
Sunday, February 8, 2026
Homeଓଡିଶାଶ୍ରୀମନ୍ଦିରରେ ମହାସ୍ନାନ, ବନ୍ଦ ହେଲା ସାଧାରଣ ଦର୍ଶନ

ଶ୍ରୀମନ୍ଦିରରେ ମହାସ୍ନାନ, ବନ୍ଦ ହେଲା ସାଧାରଣ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ମହାସ୍ନାନ। ମଙ୍ଗଳ ଆଳତୀ ପରେ ମଇଲମ ଚାଲିଥିବା ଅବସ୍ଥାରେ ଜୈନିକ ସେବାୟତ ସିଂହାସନରେ ବସିଥିବା ପାଳିଆ ସେବକଙ୍କୁ ଛୁଇଁ ଦେବାରୁ ମହାସ୍ନାନ ହୋଇଛି। ମହାସ୍ନାନ ନୀତି ପାଇଁ ସର୍ବ ସାଧାରଣ ଦର୍ଶନ ଏବଂ ନୀତି ବନ୍ଦ ରହିଛି। ପାଣିରେ ଧୋଇବା ପରେ ମହାପ୍ରଭୁଙ୍କ ପରବର୍ତ୍ତୀ ନୀତି ଏବଂ ଦର୍ଶନ ବ୍ୟବସ୍ଥା ସ୍ଵାଭାବିକ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking