22.1 C
Bhubaneswar
Monday, March 23, 2026
Homeଓଡିଶାପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ବିଜ୍ଞାପନ

ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ବିଜ୍ଞାପନ

ଭୁବନେଶ୍ୱର: ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ବିଜ୍ଞାପନ। ପୂଜା ହେବା ସହ ମିଳିବ ନିର୍ମାଲ୍ୟ। ପୂଜା ପରିସେବା ଡଟକମ ନାମକ ୱେବସାଇଟ ପକ୍ଷରୁ ମହାପ୍ରସାଦ ବିକ୍ରି ନେଇ ସୂଚନା ଦିଆଯାଉଛି। ଏକ ଅନଲାଇନ ଆପ୍ଲିକେସନ ସୋସିଆଲ ମିଡିଆରେ ଭାଇରାଲ ହେଉ। ଚାରି ପ୍ରକାର ପୂଜା ହେବାନେଇ ଅନଲାଇନରେ ବିଜ୍ଞପ୍ତି। ଚାରି ପ୍ରକାର ପୂଜା ପାଇଁ ଅଲଗା ଅଲଗା ମୂଲ୍ଯ ବିଜ୍ଞପ୍ତି ଉଲ୍ଲେଖ। ଶୁଖୁଲି ଭୋଗ ଦିଆଯିବା ନେଇ ଅନଲାଇନରେ ଆପ୍ଲିକେସନରେ ଉଲ୍ଲେଖ ରହିଥିବା ଦେଖାଦେଇଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking