ଭୁବନେଶ୍ୱର: ମହାନଦୀ ବିବାଦକୁ ନେଇ ଆଲୋଚନା ପ୍ରସଙ୍ଗ । ଛତିଶଗଡ ଏବଂ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନାକୁ ବିଜେଡିର କଟାକ୍ଷ । ସମାଲୋଚନା କଲେ ବିରୋଧୀ ଦଳର ଉପନେତା । ଛତିଶଗଡ କାମ ବନ୍ଦ କରି ଆଲୋଚନା କରୁ, ସବୁବେଳେ ପୂର୍ବ ସରକାରକୁ ଦୋଷ ଦେଲେ ହେବନି ।