30.1 C
Bhubaneswar
Tuesday, February 3, 2026
Homeଓଡିଶାମହାନଦୀ ବିବାଦ; ଏବେ ଆମକୁ କାହିଁ ପରାମର୍ଶ: ଜୟନାରାୟଣ

ମହାନଦୀ ବିବାଦ; ଏବେ ଆମକୁ କାହିଁ ପରାମର୍ଶ: ଜୟନାରାୟଣ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପ୍ରସନ୍ନ ଆଚାର୍ଯ୍ୟ ଓ ଜୟନାରାୟଣ ମିଶ୍ର ମୁହାଁମୁହିଁ ହୋଇଛନ୍ତି । ଆସନ୍ତା ୨୨ରେ ବସିବ ମହାନଦୀ ଉଚ୍ଚ ସ୍ତରୀୟ କମିଟିର ପ୍ରଥମ ବୈଠକ । ୨୪ ବର୍ଷରେ ସମାଧାନ କଲେ ନାହିଁ, ଏବେ ଆମକୁ ପରାମର୍ଶ ଦେଉଛନ୍ତି । ବୈଠକରେ ରାଜ୍ୟର ପଦକ୍ଷେପ ନେଇ ଆଲୋଚନା କରାଯିବ ।

ମହାନଦୀକୁ ହତ୍ୟା ଷଡଯନ୍ତ୍ର ଚାଲିଛି: ପ୍ରସନ୍ନ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking