30.1 C
Bhubaneswar
Tuesday, February 10, 2026
Homeଓଡିଶାଶିବରାତ୍ରିରେ ରାତି ୧୦ଟାରେ ଉଠିବ ମହାଦୀପ

ଶିବରାତ୍ରିରେ ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ୱର: ୧୫ରେ ଶିବରାତ୍ରି ପାଳନ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ଏନେଇ ସୂଚନା ଦେଲେ ଲିଙ୍ଗରାଜ ମନ୍ଦିର ସୁପରଭାଇଜର। ଯେଉଁ ଦିନ ଚତୁର୍ଦ୍ଦଶୀରେ ବେଢା ପରିକ୍ରମା ପଡିଥାଏ ସେହି ଦିନ ମହାଶିବରାତ୍ରି। ଫେବୃଆରୀ ୧୫ ତାରିଖ ରାତି ସମୟରେ ଚତୁର୍ଦ୍ଦଶୀ ରହୁଛି ଓ ବେଡା ପଡୁଛି। ୧୫ରେ ପାଳନ ହେବ ମହାଶିବରାତ୍ରି ଓ ରାତି ୧୦ଟାରେ ଉଠିବ ମହାଦୀପ । ୧୫ ତାରିଖରେ ମହା ଶିବରାତ୍ରି ନେଇ ସବୁଠି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବିଭିନ୍ନ ଶୈବ ପୀଠମାନଙ୍କରେ ପୋଲିସ ଫୋର୍ସ ମୁତୟନ ସହ ଗଳି କନ୍ଦିରେ ପାଟ୍ରୋଲିଂ ମଧ୍ୟ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking