15.1 C
Bhubaneswar
Monday, December 22, 2025
Homeଓଡିଶାମାଫିଆଙ୍କୁ ନିଶ୍ଚିହ୍ନ କରାଯିବ: ମନ୍ତ୍ରୀ

ମାଫିଆଙ୍କୁ ନିଶ୍ଚିହ୍ନ କରାଯିବ: ମନ୍ତ୍ରୀ

ଭୁବନେଶ୍ୱର:  ଲଘୁ ଖଣିଜ ଚୋର, ଖଣି ମାଫିଆ  ଓ ବାଲି ମାଫିଆଙ୍କୁ  ନିଶ୍ଚିହ୍ନ କରାଯିବ। ଏନେଇ କଠୋର ଚେତାବନୀ ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା । ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଆକ୍ସନ ଜାରି ରହିବ। ନୂଆ ଆଇନକୁ କଡାକଡି  ଭାବେ ପାଳନ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଗାଡି ଜବତ କରାଯାଇଛି।  କେହି ବି ସରକାରଙ୍କ ନଜରରୁ ବର୍ତ୍ତି ପାରିବେନି ।  ଆଗକୁ ଆହୁରି  ବଡା ଧରଣର ଆକ୍ସନ ହେବ  କହିଛନ୍ତି ବିଭୂତି ଜେନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking