16.1 C
Bhubaneswar
Sunday, December 7, 2025
Homeଓଡିଶାଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ

ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ଉମରକୋଟ କୃଷି ବିଭାଗ ୨ କର୍ମଚାରୀ । ଚାଷୀଙ୍କଠୁ ୫ ହଜାର ଲାଞ୍ଚ ନେଉଥିବାବେଳେ ଧରାପଡିଲେ । ଅତିରିକ୍ତ କୃଷି ଅଧିକାରୀ ନୀଳକଣ୍ଠ ପରିଡା ଧରାପଡିଲେ । ଡାଟା ଏଣ୍ଟ୍ରି ଅପରେଟର ସୁରେନ୍ଦ୍ର ସିଂ ବୁନ୍ଦେଲଙ୍କୁ ଧରିଲା ଭିଜିଲାନ୍ସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking