ଖୋର୍ଦ୍ଧା: ମଧୁବାବୁଙ୍କ ଜନ୍ମପୀଠରେ ହେବ ସୌନ୍ଦଯ୍ୟକରଣ । ସତ୍ୟଭାମାପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ପ୍ରବାସୀଙ୍କୁ ଆକୃଷ୍ଟ ପାଇଁ ପୀଠକୁ ଆକର୍ଷଣୀୟ କରାଯିବ । ଆଜିଠୁ ୧୪ ଦିନ ଯାଏଁ ଓଡିଆ ପକ୍ଷ ପାଳନ । ଓଡିଆ ପକ୍ଷ ପାଳନ ଅବସରରେ ମୁଖମନ୍ତ୍ରୀଙ୍କ ବାର୍ତ୍ତା ରହିଛି । କହିଛନ୍ତି , ଏହି ପକ୍ଷର ପ୍ରତି ମୂହୁର୍ତ୍ତ ପ୍ରେରଣାର ସମୟ ହେଉ । ଓଡିଆ ଭାଷା , ସାହିତ୍ୟ , ଖାଦ୍ୟ , ପୋଷାକ , ସଂସ୍କୃତିର ଉତ୍ସବ ଅଟେ । ମହାପୁରୁଷ , ମହିୟସୀ ବଳିଦାନକୁ ସମ୍ମାନ ଦେବା । ପ୍ରତି ଘରେ ଓଡିଆ ପକ୍ଷ ପାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅପିଲ କରିଛନ୍ତି ।