31.1 C
Bhubaneswar
Tuesday, March 17, 2026
Homeଓଡିଶାମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମାଆ ମଙ୍ଗଳା

ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମାଆ ମଙ୍ଗଳା

ପୁରୀ:  ଆଜି ଚୈତ୍ର ମାସ ଦ୍ୱିତୀୟ ମଙ୍ଗଳବାର । କାକଟପୁରବାସିନୀ ମାଆ ମଙ୍ଗଳାଙ୍କ ଦ୍ୱିତୀୟ ପାଳି ଯାତ୍ରା । ଆଜି ମାଆ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମାଆଙ୍କୁ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଭକ୍ତମାନେ ଆସି ମାଆଙ୍କୁ ଦର୍ଶନ କରୁଛନ୍ତି ।ସକାଳୁ ଭକ୍ତମାନେ ବ୍ୟାରିକେଡ୍‌ ମାଧ୍ୟମରେ ମାଆଙ୍କୁ ଦର୍ଶନ କରୁଛନ୍ତି । ମାନସିକଧାରୀ ମହିଳାମାନେ ଗାଁ ଦାଣ୍ଡସହ ମନ୍ଦିର ପରିସରରେରେ ପଂଠେଇ ପୂଜା କରିଛନ୍ତି । ମଧ୍ୟାହ୍ନରେ ମାଆଙ୍କ ପାଟୁଆ ସେବକ ମାନେ ପ୍ରାଚୀ ନଦୀରୁ ପାଣି ଆଣି ମାଆଙ୍କ ଆଜ୍ଞାମାଳ ପାଇବା ପରେ ମାନସିକ ଧାରୀ ପାଟୁଆ ମାନେ ମନ୍ଦିର ପରିସରରେ ନୃତ୍ୟ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking