24.1 C
Bhubaneswar
Friday, February 13, 2026
Homeଓଡିଶାକଟକରେ ମା'କାଳୀଙ୍କ ଚାଲିଛି ଭସାଣ ଉତ୍ସବ

କଟକରେ ମା’କାଳୀଙ୍କ ଚାଲିଛି ଭସାଣ ଉତ୍ସବ

କଟକ: ବିଦାୟ ନେବେ ମା କାଳୀ । କଟକରେ ମା କାଳୀଙ୍କର ଚାଲିଛି ଭସାଣ ଉତ୍ସବ । ପାଟ ପଟୁଆରରେ ବାହାରିଛି ବିଭିନ୍ନ ସାହି ମେଢ । ସହରର ଫ୍ଲାଗ ମାର୍ଚ୍ଚ କରିଛି ପୋଲିସ । ତନ୍ନ ତନ୍ନ କରି ପଇଁତରା ମାରୁଛି ପୋଲିସ, ସୁରକ୍ଷାକର୍ମୀ । କଟକରେ ଡିସିପି ଋଷିରେଶ ଖିଲାରୀଙ୍କ ନେତୃତ୍ୱରେ  ସୁରକ୍ଷାକର୍ମୀ ରେଳଷ୍ଟେସନଠାରୁ ଆରମ୍ଭ କରି ପୁରୀ ଘାଟ ଦେବୀ ଗଡା ପର୍ଯ୍ୟନ୍ତ  ଫ୍ଲାଗମାର୍ଚ୍ଚ କରିଛନ୍ତି । ଶାନ୍ତିଶୃଙ୍ଖଳାର ସହିତ ଭସାଣ ପାଇଁ ଆଜି  ୫୦ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking