26.1 C
Bhubaneswar
Saturday, March 29, 2025
Homeଦେଶ ବିଦେଶଗ୍ୟାସ ସିଲିଣ୍ଡର ନେଇ ଯାଉଥିବା ବେଳେ ଏଲପିଜି ଟ୍ରକରେ ଲାଗିଲା ନିଆଁ

ଗ୍ୟାସ ସିଲିଣ୍ଡର ନେଇ ଯାଉଥିବା ବେଳେ ଏଲପିଜି ଟ୍ରକରେ ଲାଗିଲା ନିଆଁ

ନୂଆଦିଲ୍ଲୀ : ମୁମ୍ବାଇର ଧାରାଭି ଅଞ୍ଚଳରେ ସୋମବାର ରାତି ଭିଷଣ ଅଗ୍ନିକାଣ୍ଡ ଘଟିଛି । ଗ୍ୟାସ ସିଲିଣ୍ଡର ନେଇ ଯାଉଥିବା ଏକ ଟ୍ରକରେ ହଠାତ୍ ନିଆଁ ଲାଗିଯିବାରୁ ସେଥିରୁ ଥିବା ୩୦୦ରୁ ଅଧିକ ଗ୍ୟାସ ସିଲିଣ୍ଡର ଫାଟିବାରେ ଲାଗିଥିଲା । ଏହାର ଶବ୍ଦ ଓ ନିଆଁ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଥିଲା ।  ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ପୋଲିସ, ଦମକଳ ଗାଡି ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ଉଦ୍ଧାର କାର୍ୟ୍ୟ କରିଥିଲେ। ଏହି ଘଟଣାରେ କିଛି ଜନଜୀବନ ହାନି ହେବାର ସୂଚନା ନଥିଲେ ବି ଆଖପାଖ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking