16.1 C
Bhubaneswar
Monday, January 12, 2026
Homeଓଡିଶାସୃଷ୍ଟି ହେଲା ଲଘୁଚାପ

ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର: ଶୀତରେ ଆସୁଛି ବର୍ଷ।। ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଗତ ୨୪ ଘଣ୍ଟାରେ ଆହୁରି ଘନୀଭୁତ ହେବାର ସମ୍ଭାବନା ରହିଛି । ଗତକାଲି ସନ୍ଧ୍ୟା ସାଢେ ୫ଟାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ପୂର୍ବ ବିଷୁବରେଖା ନିକଟସ୍ଥ ଭାରତ ମହାସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟା ଭିତରେ ଏହା ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବ କେଉଁଠି ଏବଂ କେବେ ରହିବ ଆଉ କେତେ ଅଧିକ ରହିବ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ଏବେ ଅମଳ ଋତୁ ଚାଲୁଥିବା ବେଳେ ଲଘୁଚାପ ଆସୁଥିବାରୁ ଚାଷୀଙ୍କର ବି ଚିନ୍ତା ବଢିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking